ବ୍ୟାଙ୍କ ଖାତାରୁ ୧୨ ଟଙ୍କା କିମ୍ବା ୩୩୦ ଟଙ୍କା କଟୁଥିଲେ ମିଳିବ ୨ ଲକ୍ଷ ଟଙ୍କା ବୀମା

ଭୁବନେଶ୍ବର: ଭାରତରେ ଜୀବନ ବୀମାକୁ ନେଇ ସଚେତନତା ନିମ୍ନ ସ୍ତରରେ ରହିଛି। ସେଥିପାଇଁ ଅନେକ ଲୋକ ନିଜର ଜୀବନବୀମା କରାଇବାକୁ ଆଗ୍ରହ ଦେଖାଉନାହାନ୍ତି। କିନ୍ତୁ ଏବେ କୋଭିଡ୍ ମହାମାରୀ ସମୟରେ ଅନେକ ଲୋକଙ୍କ ଅସମୟରେ ଦେହାନ୍ତ ହେଉଛି। କେବଳ କୋଭିଡ୍ କାହିଁକି ଦୁର୍ଘଟଣା ଏବଂ ଅନ୍ୟାନ୍ୟ କାରଣ ଯୋଗୁଁ ମଧ୍ୟ ଗୃହର ପ୍ରମୁଖ ଆୟକାରୀ ସଦସ୍ୟଙ୍କ ମୃତ୍ୟୁ ହେଉଛି। ‌ତାଙ୍କ ନାମରେ କିଛି ଜୀବନ ବୀମା ଅଛି ନା ନାହିଁ … Continue reading ବ୍ୟାଙ୍କ ଖାତାରୁ ୧୨ ଟଙ୍କା କିମ୍ବା ୩୩୦ ଟଙ୍କା କଟୁଥିଲେ ମିଳିବ ୨ ଲକ୍ଷ ଟଙ୍କା ବୀମା